Latest posts

All

୧୧ ବଲ୍‌ରେ ହାପ୍ ସେଞ୍ଚୁରୀ, ସୂର୍ଯ୍ୟବଂଶୀଙ୍କ ରେକର୍ଡ

ନୂଆଦିଲ୍ଲୀ:  ରେକର୍ଡ କରିଛନ୍ତି ସୂର୍ଯ୍ୟବଂଶୀ।   ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ୧୧ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରି ୨୧ ବର୍ଷର ପୁରୁଣା ଲିଷ୍ଟ-ଏ’ ରେକର୍ଡ ଭାଙ୍ଗିଛନ୍ତି। ସେ ଖେଳିଥିବା ପ୍ରଥମ ୧୧ ବଲ୍‌ରେ ଯଥାକ୍ରମେ ୪, ୪, ୪, ୬, ୬, ୦, ୬, ୪, ୪, ୬, ୬ ରନ କରିଥିଲେ। ଲଗାତର ଦୁଇ ଛକା ସହିତ ସେ ତାଙ୍କ ହାପ ସେଞ୍ଚୁରୀ ମାରିଥିଲେ। ଏହି ରେକର୍ଡ ପୂର୍ବରୁ ଶ୍ରୀଲଙ୍କାର କୌଶଲ୍ୟା ୱିରାରତ୍ନେଙ୍କ ନାମରେ ଥିଲା। ସେ…

ଆହୁରି ପଢନ୍ତୁ

ହେଲା ନାହିଁ ସଭ୍ୟ ପଦ ରଦ୍ଦ,ବଜେଡ଼ି ପିଟିସନ ଖାରଜ

ଭୁବନେଶ୍ୱର : ରଦ୍ଦ ହେବ ନାହିଁ ବିଜେଡିରୁ ନିଲମ୍ବିତ ୮ ବିଧାୟକଙ୍କ ସଦସ୍ୟ ପଦ । ବାଚସ୍ପତି ସୁରମା ପାଢ଼ୀ ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କରିଛନ୍ତି। ଦଳୀୟ ହୁଇପ ଅମାନ୍ୟ, ସର୍ବସାଧାରଣରେ ଦଳ ବିରୋଧରେ ମନ୍ତବ୍ୟ ଦେବା ଅଭିଯୋଗରେ ୮ ଜଣ ବିଧାୟକଙ୍କ ପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ବିଜେଡ଼ି ପିଟିସନ ଦାୟର କରିଥିଲା । ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଥିଲେ। ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ ବିଧାୟକ, ଦଳର ନିଷ୍ପତ୍ତି…

ଆହୁରି ପଢନ୍ତୁ

ଓଡ଼ିଶା ପାଳିଲା ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ଏବଂ ସ୍ଥିରତା ଓ ପ୍ରଗତିର ମଜବୁତ୍ ଭିତ୍ତି ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ରବିବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ…

ଆହୁରି ପଢନ୍ତୁ

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଶ୍ୱ ସଙ୍ଗୀତ ଦିବସ  

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବିବାର ବିଶ୍ୱ ସଙ୍ଗୀତ ଦିବସ ପାଳିତ ହୋଇଯାଇଛି। ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିବା ଆଜିର ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବପ୍ରସାଦ ଦାଶ, ଅର୍ଥ ପରାମର୍ଶ ଦାତା ଡ଼. ପ୍ରମୋଦ ମଣ୍ଡଳ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ବଦ୍ରୀ ମିଶ୍ର, ବିଶିଷ୍ଟ…

ଆହୁରି ପଢନ୍ତୁ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୁତି ନାଟକ ଉତ୍ସବ

ଭୁବନେଶ୍ଵର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ନାଟ୍ୟ ସଂଘର ମିଳିତ ସହଯୋଗରେ ନାଟ୍ୟକାର ଡ଼. ବିଜୟ ମିଶ୍ରଙ୍କ ରଚିତ ନାଟକକୁ ନେଇ ଏକ ଶ୍ରୁତି ନାଟକ ଉତ୍ସବ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦେବ ପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର…

ଆହୁରି ପଢନ୍ତୁ

ଦୟନୀୟ ଅବସ୍ଥାରେ ବସ୍‌ ଷ୍ଟପ୍‌, କେବେ ଦୃଷ୍ଟି ଦେବେ ସରକାର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ ଛକରେ ଥିବା ବସ୍‌ ଷ୍ଟପ୍‌ର ଦୟନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସାମାଜିକ କର୍ମୀ ସୁନିଲ କୁମାର ମାଟିଆ ତାଙ୍କ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ବସ ଷ୍ଟପଟି ନାଉଗାଁ ମେଡିକାଲ୍‌, ତହସିଲ୍‌ କାର୍ଯ୍ୟାଳୟ, ବ୍ଲକ ଅଫିସ୍‌, ଶିଶୁ ମଙ୍ଗଳ କାର୍ଯ୍ୟାଳୟ , ପଶୁ ଚିକିତ୍ସାଳୟ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଶ୍ରୀ ଜଗନ୍ନାଥ…

ଆହୁରି ପଢନ୍ତୁ

ଯୋଗ ଦ୍ଵାରା ନିରୋଗ ରହିବା: ନାଉଗାଁରେ ଯୋଗ ଦିବସ

ଜଗତସିଂହପୁର: ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀଙ୍କ ସଭାପତିତ୍ୱରେ ଏବଂ ଏନସିସି ଶିକ୍ଷକ ତଥା ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ମାନସ କୁମାର ବେହେରାଙ୍କ ତତ୍ୱାବଧାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ବାବା ସତ୍ୟାନନ୍ଦ ଦାସ ଯୋଗଦେଇ ଯୋଗ ଦ୍ଵାରା ନିରୋଗ ରହିବା ଓ ସୁସ୍ଥ ଜୀବନ ଯାପନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ…

ଆହୁରି ପଢନ୍ତୁ

ଟ୍ରେନରେ ଯାଁଳା ଶିଶୁ ଜନ୍ମ, ଆରପିଏଫଙ୍କୁ ପ୍ରସଂଶା

କଟକ: ଟ୍ରେନରେ ଯାଁଳା ଶିଶୁ ଜନ୍ମ । ଟ୍ରେନ ଯାତ୍ରା ବେଳେ ଜନ୍ମ ନେଲେ ଯାଆଁଳା ଶିଶୁ । ରାଉରକେଲା – ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଗର୍ଭବତୀ ମହିଳା । କଟକ ରେଳ ଷ୍ଟେସନ ଠାରେ ଟ୍ରେନ ଭିତରେ ପ୍ରଥମ ଶିଶୁ ଜନ୍ମ  ପରେ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ବେଳେ ଆଉ ଏକ ଶିଶୁ ଜନ୍ମ ନେଇଛି । ମହିଳା ପୋଲିସ କର୍ମଚାରୀଙ୍କ ସହାୟତାରେ ଟ୍ରେନ ଭିତରେ  ଡେଲିଭରୀ ହୋଇଥିଲା। କଟକ ରେଳ ଷ୍ଟେସନରେ…

ଆହୁରି ପଢନ୍ତୁ

ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମି ଅଫିସର, ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌

ପୁରୀ: ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମୀ ଅଫିସର । ନକଲି ଆର୍ମୀ ଅଫିସରଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମୀ ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ। ସେ ରାଜସ୍ଥାନର ବୋଲି ପରିଚୟ ଦେଇଥିବା ଜଣାପଡିଛି । ବ୍ୟକ୍ତି ଜଣକ ପିନ୍ଧିଥିବା ଆର୍ମୀ ପୋଷାକର କାନ୍ଧରେ ଅଶୋକ ସ୍ତମ୍ଭ ରହିଛି । ଏନେଇ ସିଂହଦ୍ଵାର ଥାନା ପୋଲିସ୍ ତାଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ସୂଚନା…

ଆହୁରି ପଢନ୍ତୁ

ଅଧିକ ସମୟ ଦେଖୁଛନ୍ତି କି ଫୋନ୍ ? ହୋଇପାରେ ସାଂଘାତିକ ରୋଗ..

ଭୁବନେଶ୍ବର( ଓଡ଼ିଶା ପରିକ୍ରମା ବ୍ୟୁରୋ): ଆଜିର ସୋସିଆଲ ମିଡିଆ ଯୁଗରେ ଲୋକମାନେ ଦିନକୁ ଅନେକ ଘଣ୍ଟା ଫୋନ୍ ଏବଂ ଲାପଟପ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏକ ରିପୋର୍ଟ ଅନୁସାରେ ଅତ୍ୟଧିକ ସ୍କ୍ରିନ୍ ସମୟ ଯୁବପିଢ଼ିଙ୍କ ପାଇଁ ବିପଦଜନକ ହୋଇପାରେ। ଏହା ସେମାନଙ୍କ  ହୃଦରୋଗର ଆଶଙ୍କା ବୃଦ୍ଧି କରୁଛି। ଗବେଷଣାରୁ ଜଣାପଡିଛି ଯେ ଦିନକୁ ଛଅ ଘଣ୍ଟାରୁ ଅଧିକ ସ୍କ୍ରିନ୍ ଟାଇମ  ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍ ଏବଂ ସ୍ଥୂଳକାୟତା ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି…

ଆହୁରି ପଢନ୍ତୁ