ଅଧିକ ସମୟ ଦେଖୁଛନ୍ତି କି ଫୋନ୍ ? ହୋଇପାରେ ସାଂଘାତିକ ରୋଗ..
ଭୁବନେଶ୍ବର( ଓଡ଼ିଶା ପରିକ୍ରମା ବ୍ୟୁରୋ): ଆଜିର ସୋସିଆଲ ମିଡିଆ ଯୁଗରେ ଲୋକମାନେ ଦିନକୁ ଅନେକ ଘଣ୍ଟା ଫୋନ୍ ଏବଂ ଲାପଟପ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏକ ରିପୋର୍ଟ ଅନୁସାରେ ଅତ୍ୟଧିକ ସ୍କ୍ରିନ୍ ସମୟ ଯୁବପିଢ଼ିଙ୍କ ପାଇଁ ବିପଦଜନକ ହୋଇପାରେ। ଏହା ସେମାନଙ୍କ ହୃଦରୋଗର ଆଶଙ୍କା ବୃଦ୍ଧି କରୁଛି। ଗବେଷଣାରୁ ଜଣାପଡିଛି ଯେ ଦିନକୁ ଛଅ ଘଣ୍ଟାରୁ ଅଧିକ ସ୍କ୍ରିନ୍ ଟାଇମ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍ ଏବଂ ସ୍ଥୂଳକାୟତା ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି…
