ଯୋଗ ଦ୍ଵାରା ନିରୋଗ ରହିବା: ନାଉଗାଁରେ ଯୋଗ ଦିବସ

ଜଗତସିଂହପୁର: ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷୀ ସେଠୀଙ୍କ ସଭାପତିତ୍ୱରେ ଏବଂ ଏନସିସି ଶିକ୍ଷକ ତଥା ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ମାନସ କୁମାର ବେହେରାଙ୍କ ତତ୍ୱାବଧାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ବାବା ସତ୍ୟାନନ୍ଦ ଦାସ ଯୋଗଦେଇ ଯୋଗ ଦ୍ଵାରା ନିରୋଗ ରହିବା ଓ ସୁସ୍ଥ ଜୀବନ ଯାପନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ…

ଆହୁରି ପଢନ୍ତୁ

ଟ୍ରେନରେ ଯାଁଳା ଶିଶୁ ଜନ୍ମ, ଆରପିଏଫଙ୍କୁ ପ୍ରସଂଶା

କଟକ: ଟ୍ରେନରେ ଯାଁଳା ଶିଶୁ ଜନ୍ମ । ଟ୍ରେନ ଯାତ୍ରା ବେଳେ ଜନ୍ମ ନେଲେ ଯାଆଁଳା ଶିଶୁ । ରାଉରକେଲା – ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଗର୍ଭବତୀ ମହିଳା । କଟକ ରେଳ ଷ୍ଟେସନ ଠାରେ ଟ୍ରେନ ଭିତରେ ପ୍ରଥମ ଶିଶୁ ଜନ୍ମ  ପରେ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ବେଳେ ଆଉ ଏକ ଶିଶୁ ଜନ୍ମ ନେଇଛି । ମହିଳା ପୋଲିସ କର୍ମଚାରୀଙ୍କ ସହାୟତାରେ ଟ୍ରେନ ଭିତରେ  ଡେଲିଭରୀ ହୋଇଥିଲା। କଟକ ରେଳ ଷ୍ଟେସନରେ…

ଆହୁରି ପଢନ୍ତୁ

ଅଧିକ ସମୟ ଦେଖୁଛନ୍ତି କି ଫୋନ୍ ? ହୋଇପାରେ ସାଂଘାତିକ ରୋଗ..

ଭୁବନେଶ୍ବର( ଓଡ଼ିଶା ପରିକ୍ରମା ବ୍ୟୁରୋ): ଆଜିର ସୋସିଆଲ ମିଡିଆ ଯୁଗରେ ଲୋକମାନେ ଦିନକୁ ଅନେକ ଘଣ୍ଟା ଫୋନ୍ ଏବଂ ଲାପଟପ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏକ ରିପୋର୍ଟ ଅନୁସାରେ ଅତ୍ୟଧିକ ସ୍କ୍ରିନ୍ ସମୟ ଯୁବପିଢ଼ିଙ୍କ ପାଇଁ ବିପଦଜନକ ହୋଇପାରେ। ଏହା ସେମାନଙ୍କ  ହୃଦରୋଗର ଆଶଙ୍କା ବୃଦ୍ଧି କରୁଛି। ଗବେଷଣାରୁ ଜଣାପଡିଛି ଯେ ଦିନକୁ ଛଅ ଘଣ୍ଟାରୁ ଅଧିକ ସ୍କ୍ରିନ୍ ଟାଇମ  ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍ ଏବଂ ସ୍ଥୂଳକାୟତା ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି…

ଆହୁରି ପଢନ୍ତୁ

ପୁଣି ଥରିଲାଣି ଛାତି, ହୁ ହୁ ହୋଇ ବଢୁଛି କରୋନା

ଭୁବନେଶ୍ବର:  ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୪୫ ରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରହିଛି । ବର୍ତ୍ତମାନ ସୁଦ୍ଧା ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ  ହେବା…

ଆହୁରି ପଢନ୍ତୁ

ଏମିତି କରୁଛନ୍ତି କି ? ହୋଇଯିବେ ବଧିର ..

ନୂଆଦିଲ୍ଲୀ: ଆଜି କାଲି କାନରେ ଯାହାର ଦେଖା ଇୟରଫୋନ୍ ଏବଂ ହେଡଫୋନ୍ ନିହାତି ଲାଗିଥିବ। ରାସ୍ତା ଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠୁ ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାରର ଚାହିଦା ରହିଛି। ହେଲେ ଏହାକୁ ନେଇ ଏବେ ସତର୍କ କରାଇଲାନି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଅଧିକ ସମୟ ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାର କରିବା କାନ ପାଇଁ ବଡ଼ କ୍ଷତି ଆଣିବା ନେଇ ଚେତାବନୀ ଦେଲାଣି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିବାନୁଯାୟୀ, ଇୟରଫୋନ୍ ଏବଂ ହେଡଫୋନ୍ ବ୍ୟବହାର କରିବା…

ଆହୁରି ପଢନ୍ତୁ