୧୧ ବଲ୍‌ରେ ହାପ୍ ସେଞ୍ଚୁରୀ, ସୂର୍ଯ୍ୟବଂଶୀଙ୍କ ରେକର୍ଡ

ନୂଆଦିଲ୍ଲୀ:  ରେକର୍ଡ କରିଛନ୍ତି ସୂର୍ଯ୍ୟବଂଶୀ।   ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ୧୧ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରି ୨୧ ବର୍ଷର ପୁରୁଣା ଲିଷ୍ଟ-ଏ’ ରେକର୍ଡ ଭାଙ୍ଗିଛନ୍ତି। ସେ ଖେଳିଥିବା ପ୍ରଥମ ୧୧ ବଲ୍‌ରେ ଯଥାକ୍ରମେ ୪, ୪, ୪, ୬, ୬, ୦, ୬, ୪, ୪, ୬, ୬ ରନ କରିଥିଲେ। ଲଗାତର ଦୁଇ ଛକା ସହିତ ସେ ତାଙ୍କ ହାପ ସେଞ୍ଚୁରୀ ମାରିଥିଲେ। ଏହି ରେକର୍ଡ ପୂର୍ବରୁ ଶ୍ରୀଲଙ୍କାର କୌଶଲ୍ୟା ୱିରାରତ୍ନେଙ୍କ ନାମରେ ଥିଲା। ସେ…

ଆହୁରି ପଢନ୍ତୁ

ଉତ୍କଳ ଦିବସରେ ହେବ ଜୟଦେବ ଗଣଦୌଡ

ବାଲିଅନ୍ତା (ଅରୁଣ ଶତପଥୀ): ପବିତ୍ର ଉତ୍କଳ ଦିବସ ଅବସରରେ ନିର୍ଭୀକ ଖବର ଓ ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜୟଦେବ ଗଣଦୌଡ-୨୦୨୫ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ବାଳକାଟି ସ୍ଥିତ ଶ୍ରୀ କନଭେସନ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ବାଳକାଟି ସ୍ଥିତ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପ୍ରତିମୂର୍ତ୍ତି ଠାରୁ ଏହି ଗଣଦୌଡ ଆରମ୍ଭ ହୋଇ ହୀରାପୁର ସ୍ଥିତ ମା’…

ଆହୁରି ପଢନ୍ତୁ