ସରିଲା ରୁକୁଣା ରଥଟଣା: ମାଉସୀ ଘରେ ପହଞ୍ଚିଥିଲେ ବାବା ଲିଙ୍ଗରାଜ
ଭୁବନେଶ୍ବର: ସରିଲା ରୁକୁଣା ରଥଯାତ୍ରା । ଆଜି ଶୁକ୍ରବାର ରାତି ୭.୧୫ ମିନିଟ୍ ସମୟରେ ପହଞ୍ଚିଲା ରଥ । ଚାରମାଳ ଲାଗି ହେବା ପରେ ଭେଟ ଆଳତି କରାଯିବ । ନିୟମ ଅନୁସାରେ ଆଜି ରାମ ନବମୀ ଅବସରରେ ଲିଙ୍ଗରାଜ ମହାପ୍ରଭୁ ରାମଚନ୍ଦ୍ରଙ୍କୁ ଭେଟିବାର ନିୟମ ରହିଥିଲା । ତେଣୁ ସୂର୍ଯ୍ୟାସ୍ତର ୪୫ ମିନିଟ୍ ପରେ ମଧ୍ୟ ରଥ ଟଣା ଯାଇ ମାଉସୀ ମା’ ମନ୍ଦିର ପାଖକୁ ଆଣାଯାଇଥିଲା । ଗତକାଲି ପବିତ୍ର ଅଶୋକାଷ୍ଟମୀ ଅବସରରେ ରୁକୁଣା ରଥ…
