ପାର୍ବତୀ ପୃଷ୍ଟି

ଓଡ଼ିଶା ପାଇଁ ବଡ ଘୋଷଣା, ରେଳବାଇ କ୍ଷେତ୍ରରେ ଖର୍ଚ୍ଚ ହେବ ୧୦,୫୯୯ କୋଟି

ଭୁବନେଶ୍ବର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ ଘୋଷଣା କରିଛନ୍ତି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ କରାଯାଇଛି । ରାଜ୍ୟସଭାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ବାର୍ଷିକ ବ୍ୟୟବରାଦ ମାତ୍ର ୮୩୮ କୋଟି ଟଙ୍କା ଥିବାବେଳେ, ଏବେ ଏହା ପ୍ରାୟ ୧୩ ଗୁଣା ବୃଦ୍ଧି ପାଇଛି ।…

ଆହୁରି ପଢନ୍ତୁ

ଲକଡାଉନ୍ ଲାଗୁ ହେବ ନାହିଁ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଇରାନ ଏବଂ ମଧ୍ୟପ୍ରାଚ୍ୟ ଯୁଦ୍ଧ  ସଙ୍କଟ ମଧ୍ୟରେ ଦେଶବ୍ୟାପୀ ଲକଡାଉନ୍ ହେବା ନେଇ ଚାଲିଥିବା ଆଲୋଚନା ଗୁଜବରେ ପରିଣତ ହୋଇଛି। ସାମାଜିକ ଗଣମାଧ୍ୟମରେ ଗୁଜବ ଜନସାଧାରଣଙ୍କ ମଧ୍ୟରେ ବହୁତ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। କେନ୍ଦ୍ର ସରକାର ଏନେଇ  ସ୍ପଷ୍ଟ କରିଛନ୍ତି।  ଦେଶରେ କୋଭିଡ ଭଳି ଲକଡାଉନ୍ ଲାଗୁ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।   କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସୂଚନା ଦେଇଥିବା ବେଳେ ଏବେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…

ଆହୁରି ପଢନ୍ତୁ