Headlines

Latest posts

All

ବ୍ଲକ୍ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି: ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ଶତ ପ୍ରତିଶତ ସଫଳତା

ବାଲିପାଟଣା (ଅରୁଣ ଶତପଥୀ): ପ୍ରକାଶ ପାଇଛି ବ୍ଲକ୍ ସ୍ତରୀୟ ତୃତୀୟ ଓ ପଞ୍ଚମ…

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ: ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଛି ମୋବାଇଲ ଫୋନ

ବାଲିପାଟଣା (ଅରୁଣ ଶତପଥୀ) : ବାଲିପାଟଣା ବ୍ଲକ ଶିକ୍ଷା କାର୍ଯ୍ୟଳୟ ଅଧୀନ କୁରୁଞ୍ଜିପୁର…

ବ୍ଲକ୍ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି: ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ଶତ ପ୍ରତିଶତ ସଫଳତା

ବାଲିପାଟଣା (ଅରୁଣ ଶତପଥୀ): ପ୍ରକାଶ ପାଇଛି ବ୍ଲକ୍ ସ୍ତରୀୟ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାଫଳ । ଏଥିରେ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ତୁରିନ୍ତିରା ବିବେକାନନ୍ଦ ଶିକ୍ଷାକେନ୍ଦ୍ରକୁ ମିଳିଛି ଶତ ପ୍ରତିଶତ ସଫଳତା। ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରୁ ପଞ୍ଚମ ଓ ତୃତୀୟ ଶ୍ରେଣୀରୁ ପରୀକ୍ଷା ଦେଇଥିବା ଦୁଇ ଜଣ ଲେଖାଏଁ ଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ସରକାରୀ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ଶିକ୍ଷାବର୍ଷ ପାଇଁ ପଞ୍ଚମ…

ଆହୁରି ପଢନ୍ତୁ

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ: ପିଲାଙ୍କ ଭବିଷ୍ୟତ ନଷ୍ଟ କରୁଛି ମୋବାଇଲ ଫୋନ

ବାଲିପାଟଣା (ଅରୁଣ ଶତପଥୀ) : ବାଲିପାଟଣା ବ୍ଲକ ଶିକ୍ଷା କାର୍ଯ୍ୟଳୟ ଅଧୀନ କୁରୁଞ୍ଜିପୁର ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ବେହେରା ଯୋଗଦେଇ ଶିକ୍ଷକ ତଥା ଛାତ୍ରଛାତ୍ରୀମାନଙ୍କୁ ବହୁ ଉପାଦେୟ ଉପଦେଶ ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ସଭାପତିତ୍ୱ…

ଆହୁରି ପଢନ୍ତୁ

ଜଳେଶ୍ଵର ପଡ଼ାରେ ଦୋଳ ମେଳଣ, ଅହୋରାତ୍ର ନାମଯଜ୍ଞ

ଜଗତସିଂହପୁର : ପବିତ୍ର ଦୋଳ ଉତ୍ସବରେ ପ୍ରଭୁ ଦୋଳଗୋବିନ୍ଦଙ୍କ ବିବାନ ଯାତ୍ରା ଅବସରରେ ନଉଗାଁ ବ୍ଲକ ଅନ୍ତର୍ଗତ ଜଳେଶ୍ଵର ପଡା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ସହଯୋଗରେ ଦ୍ବାଦଶ ବର୍ଷରେ ପଦାର୍ପଣ କରିଥିବା ଉତ୍ସବରେ ଚଳିତ ବର୍ଷ ପ୍ରଭୁ ଗୋପୀନାଥ ଜୀଉ ଝୁଲଣ ମଣ୍ଡପରେ ବିବାନରେ ଅଧିଷ୍ଠିତ ହୋଇ ଗ୍ରାମବାସୀଙ୍କୁ ଆର୍ଶୀବାଦ କରିବା ସହିତ ତିନି ଦିନ ବ୍ୟାପୀ ଅହୋରାତ୍ର ନାମଯଜ୍ଞ ଚାଲିଥିଲା। ଶେଷ ଦିନରେ ନଗର ପରିକ୍ରମା ଓ…

ଆହୁରି ପଢନ୍ତୁ

ଗୃହରୁ ସସପେଣ୍ଡ ହେଲେ ତାରା ବାହିନୀପତି

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ଅନୁଯାୟୀ, ଆଜି ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ। ବିରୋଧୀ ଓ ଶାସକ ମଧ୍ୟରେ ଠେଲାପେଲା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି ବିରୋଧୀ ଓ ଶାସକ ବିଧାୟକଙ୍କ ହାତାହାତି ଦୃଶ୍ୟ ମଧ୍ୟ ଆଜି ଦେଖିବାକୁ ମିଳିଥିଲା।…

ଆହୁରି ପଢନ୍ତୁ

ଦରବାର ସାହିତ୍ୟ ସଂସଦ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ

ବାଲିପାଟଣା (ଅରୁଣ ଶତପଥୀ): ବାଲିପାଟଣା ବ୍ଲକ ଅନ୍ତର୍ଗତ ନରଦା ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦରବାର ସାହିତ୍ୟ ସଂସଦ ଆନୁକୂଲ୍ୟରେ ତଥା ମୈତ୍ରୀ ନେଟଓର୍କର ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ଓ ଝୋଟି ପ୍ରତିଯୋଗିତା ସଂସଦର ସଭା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି ।  ଏହି କାର୍ଯ୍ୟକ୍ରମରେ ମୋଟ ୫୦  ଜଣ ମହିଳା ଅଂଶଗ୍ରହଣ କରିଥିଲେ ।  ଅତିଥିମାନଙ୍କ ମଧ୍ୟରେ ବାଲିପାଟଣା ଥାନା ଏଏସଆଇ ପ୍ରମୋଦିନୀ ମିଶ୍ର, ବ୍ରେକ ଥ୍ରୋ ଅନୁଷ୍ଠାନର ସିନିଅର ମ୍ୟାନେଜେର ପ୍ରଜ୍ଞା ପାରମିତା…

ଆହୁରି ପଢନ୍ତୁ

ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ପ୍ରଧାନ ଶିକ୍ଷକ

ଜଗତସିଂହପୁର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧା ହୋଇଛନ୍ତି ପ୍ରଧାନ ଶିକ୍ଷକ। ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଧୀନ ଡାବର ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁଦ୍ର ପ୍ରସାଦ ସ୍ୱାଇଁ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ସୁରକ୍ଷା ହେଲ୍ପଲାଇନରେ ଅଭିଯୋଗ କରିଥିଲେ।  ଖବର ପାଇ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମୁଖ୍ୟ ଅଧିକାରୀଙ୍କ ସମେତ  ତିନି ଜଣିଆ ଟିମ…

ଆହୁରି ପଢନ୍ତୁ

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସିସିଲୋର “ସ୍କୁଲ ମହୋତ୍ସବ – ୨୦୨୫” ଅନୁଷ୍ଠିତ

ବାଲିଅନ୍ତା (ଅରୁଣ ଶତପଥୀ) : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସିସିଲୋର “ସ୍କୁଲ ମହୋତ୍ସବ – ୨୦୨୫” ଓ ପୁରସ୍କାର ବିତରଣ ଉତ୍ସବ ଆଜି ବିଦ୍ୟାଳୟର ପ୍ରତିଷ୍ଠାତା ବରିଷ୍ଟ ସଦସ୍ୟ ମାଗୁଣି ଚରଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରଧାନଶିକ୍ଷକ ବିଷ୍ଣୁନାରାୟଣ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କଲାପରେ ମୁଖ୍ୟ…

ଆହୁରି ପଢନ୍ତୁ

ଉତ୍କଳ ଦିବସରେ ହେବ ଜୟଦେବ ଗଣଦୌଡ

ବାଲିଅନ୍ତା (ଅରୁଣ ଶତପଥୀ): ପବିତ୍ର ଉତ୍କଳ ଦିବସ ଅବସରରେ ନିର୍ଭୀକ ଖବର ଓ ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜୟଦେବ ଗଣଦୌଡ-୨୦୨୫ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ବାଳକାଟି ସ୍ଥିତ ଶ୍ରୀ କନଭେସନ ଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ବାଳକାଟି ସ୍ଥିତ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପ୍ରତିମୂର୍ତ୍ତି ଠାରୁ ଏହି ଗଣଦୌଡ ଆରମ୍ଭ ହୋଇ ହୀରାପୁର ସ୍ଥିତ ମା’…

ଆହୁରି ପଢନ୍ତୁ

ସାମ୍ୟବାଦୀ ଆନ୍ଦୋଳନର ସ୍ୱତନ୍ତ୍ର ପରିଚୟ ରବି ରାୟ

ବାଲିପାଟଣା (ଅରୁଣ ଶତପଥୀ) : ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଓ଼ ରବି ରାୟ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ତାଙ୍କର ଜନ୍ମସ୍ଥାନ ତଥା ବାଲିପାଟଣା ବ୍ଲକ ଅନ୍ତର୍ଗତ ଭଅଁରା ନିଜିଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସଂସଦ ସଭାପତି ଅଭିମନ୍ୟୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କ୍ଷୀରୋଦ…

ଆହୁରି ପଢନ୍ତୁ

ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବାଲିପାଟଣା (ଅରୁଣ ଶତପଥୀ) : ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ଵନାଥପୁର ଛକ ନିକଟରେ ସର୍ଟ ସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗି ଘର ଜଳି ଯାଇଛି ।  ଏହା ସହିତ ଘରେ ଥିବା  ସୁନା ଗହଣା ସହିତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାଇ ଉକ୍ତ  ଛକ ନିକଟରେ ନେତ୍ରାନନ୍ଦ ସତପଥିଙ୍କ ଘରେ ଗତ କାଲି ବ୍ରତଘର ଉତ୍ସବ ପାଳନ ହୋଇଥିଲା।ବୁଧବାର ଅପରାହ୍ନ ପ୍ରାୟ ୩ ଟା…

ଆହୁରି ପଢନ୍ତୁ
ଉପରକୁ ଯାଆନ୍ତୁ